ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 5
ଶ୍ଲୋକ 5
ଅପରେଯମିତସ୍ତ୍ଵନ୍ଯାଂ ପ୍ରକୃତିଂ ଵିଦ୍ଧି ମେ ପରାମ୍ |
ଜୀଵଭୂତାଂ ମହାବାହୋ ଯଯେଦଂ ଧାର୍ଯତେ ଜଗତ୍ ||୭-୫||
Translation
ହେ ବୀର ଅର୍ଜୁନ! ମୋର ଏହି ନିକୃଷ୍ଟ ଶକ୍ତିର ଊର୍ଦ୍ଧ୍ୱରେ ଏକ ଉତ୍କୃଷ୍ଟ ଶକ୍ତି ରହିଛି । ଏହା ହେଉଛି ଜୀବଶକ୍ତି (ଚୈତନ୍ୟ ଶକ୍ତି), ଯାହାର ପରିପ୍ରକାଶ ସଂସାରରେ ଜୀବନର ଆଧାର ଶରୀରଧାରୀ ଜୀବସମୁଦାୟ ଅଟନ୍ତି ।