ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 6
ଜ୍ଞାନଵିଜ୍ଞାନଯୋଗ
ଶ୍ଲୋକ 6
ଏତଦ୍ଯୋନୀନି ଭୂତାନି ସର୍ଵାଣୀତ୍ଯୁପଧାରଯ |
ଅହଂ କୃତ୍ସ୍ନସ୍ଯ ଜଗତଃ ପ୍ରଭଵଃ ପ୍ରଲଯସ୍ତଥା ||୭-୬||
Translation
ସମସ୍ତ ପ୍ରାଣୀ ମୋର ଏହି ଦୁଇ ଶକ୍ତି ଦ୍ୱାରା ପ୍ରକଟିତ ହୋଇଛନ୍ତି । ମୁଁ ସମଗ୍ର ସୃଷ୍ଟିର ଉତ୍ସ ଏବଂ ମୋଠାରେ ଏହାର ପୁନର୍ବାର ବିଲୟ ହୋଇଯିବ ।