ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 7
ଜ୍ଞାନଵିଜ୍ଞାନଯୋଗ
ଶ୍ଲୋକ 7
ମତ୍ତଃ ପରତରଂ ନାନ୍ଯତ୍କିଞ୍ଚିଦସ୍ତି ଧନଞ୍ଜଯ |
ମଯି ସର୍ଵମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇଵ ||୭-୭||
Translation
ହେ ଅର୍ଜୁନ, ମୋଠାରୁ ଶ୍ରେଷ୍ଠତର କେହି ନୁହଁନ୍ତି । ସୂତାରେ ମଣି ଗୁନ୍ଥା ହେଲା ପରି, ସବୁକିଛି ମୋ ଠାରେ ସ୍ଥିତ ଅଟନ୍ତି ।