ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 8
ଶ୍ଲୋକ 8
ରସୋଽହମପ୍ସୁ କୌନ୍ତେଯ ପ୍ରଭାସ୍ମି ଶଶିସୂର୍ଯଯୋଃ |
ପ୍ରଣଵଃ ସର୍ଵଵେଦେଷୁ ଶବ୍ଦଃ ଖେ ପୌରୁଷଂ ନୃଷୁ ||୭-୮||
Translation
ହେ କୁନ୍ତି ପୁତ୍ର! ମୁଁ ଜଳର ସ୍ୱାଦ ଅଟେ; ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରକାଶ ଅଟେ । ମୁଁ ବେଦ ମନ୍ତ୍ରର ପବିତ୍ର ଅକ୍ଷର ଓଁ ଅଟେ; ମୁଁ ବ୍ରହ୍ମାଣ୍ଡୀୟ ନାଦ ଏବଂ ମନୁଷ୍ୟଙ୍କର ସାମର୍ଥ୍ୟ ଅଟେ ।