ଧ୍ଯାନଯୋଗ - Verse ଶ୍ଲୋକ 5
ଧ୍ଯାନଯୋଗ
ଶ୍ଲୋକ 5
ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମଵସାଦଯେତ୍ |
ଆତ୍ମୈଵ ହ୍ଯାତ୍ମନୋ ବନ୍ଧୁରାତ୍ମୈଵ ରିପୁରାତ୍ମନଃ ||୬-୫||
Translation
ମନର ଶକ୍ତି ଦ୍ୱାରା ନିଜର ଉତ୍ଥାନ କର, ନିଜର ପତନ କରାଅ ନାହିଁ; କାରଣ ମନ ଆତ୍ମାର ବନ୍ଧୁ ହେଇପାରେ କିମ୍ବା ଶତ୍ରୁ ମଧ୍ୟ ହେଇପାରେ ।