ଧ୍ଯାନଯୋଗ - Verse ଶ୍ଲୋକ 15
ଶ୍ଲୋକ 15
ଯୁଞ୍ଜନ୍ନେଵଂ ସଦାତ୍ମାନଂ ଯୋଗୀ ନିଯତମାନସଃ |
ଶାନ୍ତିଂ ନିର୍ଵାଣପରମାଂ ମତ୍ସଂସ୍ଥାମଧିଗଚ୍ଛତି ||୬-୧୫||
Translation
ଏହିପରି ଭାବରେ, ଯେଉଁ ଯୋଗୀ ମନକୁ ବଶ କରି, ନିରନ୍ତର ମୋ ଠାରେ ମନକୁ ନିମଜ୍ଜିତ ରଖିଥାଏ, ସେ ନିର୍ବାଣ ପ୍ରାପ୍ତି କରେ ଏବଂ ପରମ ଶାନ୍ତିରେ ମୋ ସହିତ ରହିଥାଏ ।