ଧ୍ଯାନଯୋଗ - Verse ଶ୍ଲୋକ 16
ଶ୍ଲୋକ 16
ନାତ୍ଯଶ୍ନତସ୍ତୁ ଯୋଗୋଽସ୍ତି ନ ଚୈକାନ୍ତମନଶ୍ନତଃ |
ନ ଚାତିସ୍ଵପ୍ନଶୀଲସ୍ଯ ଜାଗ୍ରତୋ ନୈଵ ଚାର୍ଜୁନ ||୬-୧୬||
Translation
ହେ ଅର୍ଜୁନ! ଯିଏ ଅତ୍ୟଧିକ ଭୋଜନ କିମ୍ବା ଖୁବ୍ କମ ଭୋଜନ କରେ, ଅଧିକ ଶୟନ କରେ କିମ୍ବା ଖୁବ୍ କମ୍ ନିଦ୍ରା ଯାଏ, ସେ ଯୋଗରେ ସଫଳ ହୁଏ ନାହିଁ ।