କର୍ମଯୋଗ - Verse ଶ୍ଲୋକ 39
ଶ୍ଲୋକ 39
ଆଵୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ଯଵୈରିଣା |
କାମରୂପେଣ କୌନ୍ତେଯ ଦୁଷ୍ପୂରେଣାନଲେନ ଚ ||୩-୩୯||
Translation
ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ, ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ ।