କର୍ମଯୋଗ - Verse ଶ୍ଲୋକ 40
ଶ୍ଲୋକ 40
ଇନ୍ଦ୍ରିଯାଣି ମନୋ ବୁଦ୍ଧିରସ୍ଯାଧିଷ୍ଠାନମୁଚ୍ଯତେ |
ଏତୈର୍ଵିମୋହଯତ୍ଯେଷ ଜ୍ଞାନମାଵୃତ୍ଯ ଦେହିନମ୍ ||୩-୪୦||
Translation
ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ ।