ଧ୍ଯାନଯୋଗ - Verse ଶ୍ଲୋକ 34
ଶ୍ଲୋକ 34
ଚଞ୍ଚଲଂ ହି ମନଃ କୃଷ୍ଣ ପ୍ରମାଥି ବଲଵଦ୍ ଦୃଢମ୍ |
ତସ୍ଯାହଂ ନିଗ୍ରହଂ ମନ୍ଯେ ଵାଯୋରିଵ ସୁଦୁଷ୍କରମ୍ ||୬-୩୪||
Translation
ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍ଖୋର ଅଟେ । ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ ଅଧିକ କଷ୍ଟକର ଅଟେ ।