ଧ୍ଯାନଯୋଗ - Verse ଶ୍ଲୋକ 33
ଶ୍ଲୋକ 33
ଅର୍ଜୁନ ଉଵାଚ |
ଯୋଽଯଂ ଯୋଗସ୍ତ୍ଵଯା ପ୍ରୋକ୍ତଃ ସାମ୍ଯେନ ମଧୁସୂଦନ |
ଏତସ୍ଯାହଂ ନ ପଶ୍ଯାମି ଚଞ୍ଚଲତ୍ଵାତ୍ସ୍ଥିତିଂ ସ୍ଥିରାମ୍ ||୬-୩୩||
Translation
ଅର୍ଜୁନ କହିଲେ: ହେ ମଧୁସୂଦନ! ଆପଣ ଯୋଗ ପ୍ରଣାଳୀ ବିଷୟରେ ଯାହା ବର୍ଣ୍ଣନା କଲେ, ମୋର ମନ ଅସ୍ଥିର ହୋଇଥିବା କାରଣରୁ, ତାହା ମୋତେ ଅସାଧ୍ୟ ଏବଂ ଅଲଭ୍ୟ ବୋଧ ହେଉଛି ।