ଧ୍ଯାନଯୋଗ - Verse ଶ୍ଲୋକ 32
ଶ୍ଲୋକ 32
ଆତ୍ମୌପମ୍ଯେନ ସର୍ଵତ୍ର ସମଂ ପଶ୍ଯତି ଯୋଽର୍ଜୁନ |
ସୁଖଂ ଵା ଯଦି ଵା ଦୁଃଖଂ ସ ଯୋଗୀ ପରମୋ ମତଃ ||୬-୩୨||
Translation
ସେହି ଯୋଗୀମାନଙ୍କୁ ମୁଁ ଶ୍ରେଷ୍ଠ ରୂପେ ବିବେଚିତ କରେ, ଯେଉଁମାନେ ସମସ୍ତ ପ୍ରାଣୀଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ଏବଂ ଅନ୍ୟମାନଙ୍କର ସୁଖ ଦୁଃଖକୁ ନିଜର ମନେ କରି ପ୍ରତିକ୍ରିୟା ଦେଖାଇ ଥାଆନ୍ତି ।