ଧ୍ଯାନଯୋଗ - Verse ଶ୍ଲୋକ 31
ଶ୍ଲୋକ 31
ସର୍ଵଭୂତସ୍ଥିତଂ ଯୋ ମାଂ ଭଜତ୍ଯେକତ୍ଵମାସ୍ଥିତଃ |
ସର୍ଵଥା ଵର୍ତମାନୋଽପି ସ ଯୋଗୀ ମଯି ଵର୍ତତେ ||୬-୩୧||
Translation
ଯେଉଁ ଯୋଗୀ ମୋ ସହିତ ଯୁକ୍ତ ରହିଥାଆନ୍ତି ଏବଂ ସମସ୍ତଙ୍କ ହୃଦୟରେ ସ୍ଥିତ ପରମାତ୍ମା ରୂପରେ ମୋର ଉପାସନା କରନ୍ତି, ସେ ସମସ୍ତ ପ୍ରକାର କର୍ମରେ ଲିପ୍ତ ରହି ମଧ୍ୟ ମୋ ଠାରେ ନିବାସ କରିଥାଆନ୍ତି ।