ଧ୍ଯାନଯୋଗ - Verse ଶ୍ଲୋକ 26
ଶ୍ଲୋକ 26
ଯତୋ ଯତୋ ନିଶ୍ଚରତି ମନଶ୍ଚଞ୍ଚଲମସ୍ଥିରମ୍ |
ତତସ୍ତତୋ ନିଯମ୍ଯୈତଦାତ୍ମନ୍ଯେଵ ଵଶଂ ନଯେତ୍ ||୬-୨୬||
Translation
ଯେତେବେଳେ ଓ ଯେଉଁ ପରିସ୍ଥିତିରେ ମନ ଅଶାନ୍ତ, ଅସ୍ଥିର ଏବଂ ବିଭ୍ରାନ୍ତ ହୁଏ, ତାହାକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଆବଶ୍ୟକ ।