ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 5
ଶ୍ଲୋକ 5
ଶ୍ରୀଭଗଵାନୁଵାଚ |
ବହୂନି ମେ ଵ୍ଯତୀତାନି ଜନ୍ମାନି ତଵ ଚାର୍ଜୁନ |
ତାନ୍ଯହଂ ଵେଦ ସର୍ଵାଣି ନ ତ୍ଵଂ ଵେତ୍ଥ ପରନ୍ତପ ||୪-୫||
Translation
ଶ୍ରୀ ଭଗବାନ କହିଲେ: ହେ ପରନ୍ତପ ଅର୍ଜୁନ! ତୁମେ ଓ ମୁଁ ଉଭୟ ଅନେକ ଜନ୍ମ ଗ୍ରହଣ କରିଅଛେ । ତୁମେ ସେସବୁ ଭୁଲିଯାଇଛ, କିନ୍ତୁ ମୋର ସବୁ ମନେଅଛି ।