ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 6
ଶ୍ଲୋକ 6
ଅଜୋଽପି ସନ୍ନଵ୍ଯଯାତ୍ମା ଭୂତାନାମୀଶ୍ଵରୋଽପି ସନ୍ |
ପ୍ରକୃତିଂ ସ୍ଵାମଧିଷ୍ଠାଯ ସମ୍ଭଵାମ୍ଯାତ୍ମମାଯଯା ||୪-୬||
Translation
ଯଦିଓ ମୁଁ ଅଜନ୍ମା, ସମସ୍ତ ପ୍ରାଣୀଙ୍କର ଅଧୀଶ୍ୱର ଏବଂ ଅବିନାଶୀ ଗୁଣ ସମ୍ପନ୍ନ ଅଟେ, ତଥାପି ମୁଁ ମୋର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସଂସାରରେ ଆବିର୍ଭାବ ହୋଇଥାଏ ।