ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 21
ଶ୍ଲୋକ 21
ନିରାଶୀର୍ଯତଚିତ୍ତାତ୍ମା ତ୍ଯକ୍ତସର୍ଵପରିଗ୍ରହଃ |
ଶାରୀରଂ କେଵଲଂ କର୍ମ କୁର୍ଵନ୍ନାପ୍ନୋତି କିଲ୍ବିଷମ୍ ||୪-୨୧||
Translation
ଆଶା ଓ ଅଧିକାରୀଭାବରୁ ମୁକ୍ତ ହୋଇ, ମନ ଓ ବୁଦ୍ଧିକୁ ପୂର୍ଣ୍ଣତଃ ବଶକରି, ଜଣେ ବ୍ୟକ୍ତି ଶରୀର ଦ୍ୱାରା କର୍ମ କରୁଥିଲେ ମଧ୍ୟ ପାପ ଯୁକ୍ତ ହୁଅନ୍ତି ନାହିଁ ।