ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 20
ଶ୍ଲୋକ 20
ତ୍ଯକ୍ତ୍ଵା କର୍ମଫଲାସଙ୍ଗଂ ନିତ୍ଯତୃପ୍ତୋ ନିରାଶ୍ରଯଃ |
କର୍ମଣ୍ଯଭିପ୍ରଵୃତ୍ତୋଽପି ନୈଵ କିଞ୍ଚିତ୍କରୋତି ସଃ ||୪-୨୦||
Translation
ଏହିପରି ବ୍ୟକ୍ତିମାନେ, ଫଳାସକ୍ତି ତ୍ୟାଗ କରିଥିବା ଯୋଗୁଁ, ବାହ୍ୟ ବସ୍ତୁ ଉପରେ ନିର୍ଭର ନ କରି ସର୍ବଦା ତୃପ୍ତ ରୁହନ୍ତି । ସମସ୍ତ କର୍ମ କରୁଥିବା ସତ୍ତ୍ୱେ ସେମାନେ କିଛି କରୁ ନ ଥାନ୍ତି ।