ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 35
ଶ୍ଲୋକ 35
ଯଯା ସ୍ଵପ୍ନଂ ଭଯଂ ଶୋକଂ ଵିଷାଦଂ ମଦମେଵ ଚ |
ନ ଵିମୁଞ୍ଚତି ଦୁର୍ମେଧା ଧୃତିଃ ସା ପାର୍ଥ ତାମସୀ ||୧୮-୩୫||
Translation
ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ, ତାହାକୁ ତାମସିକ ସଂକଳ୍ପ କୁହାଯାଏ ।