ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 22
ଶ୍ଲୋକ 22
ଯତ୍ତୁ କୃତ୍ସ୍ନଵଦେକସ୍ମିନ୍କାର୍ଯେ ସକ୍ତମହୈତୁକମ୍ |
ଅତତ୍ତ୍ଵାର୍ଥଵଦଲ୍ପଂ ଚ ତତ୍ତାମସମୁଦାହୃତମ୍ ||୧୮-୨୨||
Translation
ଯେଉଁ ଜ୍ଞାନଦ୍ୱାରା ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ଧାରଣା ମନେ କରି ତଲ୍ଲୀନ ରହିଥାଏ ଏବଂ ଯାହା ତର୍କ ବା ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ, ତାହାକୁ ତାମସିକ ଜ୍ଞାନ ବିବେଚିତ କରାଯାଏ ।