ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 23
ମୋକ୍ଷସଂନ୍ଯାସଯୋଗ
ଶ୍ଲୋକ 23
ନିଯତଂ ସଙ୍ଗରହିତମରାଗଦ୍ଵେଷତଃ କୃତମ୍ |
ଅଫଲପ୍ରେପ୍ସୁନା କର୍ମ ଯତ୍ତତ୍ସାତ୍ତ୍ଵିକମୁଚ୍ଯତେ ||୧୮-୨୩||
Translation
ଶାସ୍ତ୍ର ଅନୁମୋଦିତ କର୍ମ, ଯାହା ରାଗ-ଦ୍ୱେଷ ରହିତ ତଥା ଫଳ କାମନା ରହିତ ହୋଇ କରାଯାଇଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ଅଟେ ।