ଗୁଣତ୍ରଯଵିଭାଗଯୋଗ - Verse ଶ୍ଲୋକ 8
ଶ୍ଲୋକ 8
ତମସ୍ତ୍ଵଜ୍ଞାନଜଂ ଵିଦ୍ଧି ମୋହନଂ ସର୍ଵଦେହିନାମ୍ |
ପ୍ରମାଦାଲସ୍ଯନିଦ୍ରାଭିସ୍ତନ୍ନିବଧ୍ନାତି ଭାରତ ||୧୪-୮||
Translation
ହେ ଅର୍ଜୁନ! ତମଗୁଣ ଅଜ୍ଞାନତାରୁ ଜାତ, ଯାହା ଶରୀରସ୍ଥ ଆତ୍ମା ପାଇଁ ଭ୍ରମର କାରଣ ହୋଇଥାଏ । ଏହା ଅବହେଳା, ଆଳସ୍ୟ ଏବଂ ନିଦ୍ରା ଦ୍ୱାରା ପ୍ରାଣୀମାନଙ୍କୁ ମୋହିତ କରେ ।