ଗୁଣତ୍ରଯଵିଭାଗଯୋଗ - Verse ଶ୍ଲୋକ 7
ଶ୍ଲୋକ 7
ରଜୋ ରାଗାତ୍ମକଂ ଵିଦ୍ଧି ତୃଷ୍ଣାସଙ୍ଗସମୁଦ୍ଭଵମ୍ |
ତନ୍ନିବଧ୍ନାତି କୌନ୍ତେଯ କର୍ମସଙ୍ଗେନ ଦେହିନମ୍ ||୧୪-୭||
Translation
ହେ ଅର୍ଜୁନ! ରଜୋଗୁଣ ବାସନାତ୍ମକ ଅଟେ । ଏହା ସାଂସାରିକ କାମନା ଓ ଅନୁରାଗରୁ ଜାତ ହୁଏ ଏବଂ ଫଳଯୁକ୍ତ କର୍ମର ଆସକ୍ତି ଦ୍ୱାରା ଆତ୍ମାକୁ ବନ୍ଧନରେ ପକାଇଥାଏ ।