ଗୁଣତ୍ରଯଵିଭାଗଯୋଗ - Verse ଶ୍ଲୋକ 9
ଶ୍ଲୋକ 9
ସତ୍ତ୍ଵଂ ସୁଖେ ସଞ୍ଜଯତି ରଜଃ କର୍ମଣି ଭାରତ |
ଜ୍ଞାନମାଵୃତ୍ଯ ତୁ ତମଃ ପ୍ରମାଦେ ସଞ୍ଜଯତ୍ଯୁତ ||୧୪-୯||
Translation
ସତ୍ତ୍ୱଗୁଣ ବ୍ୟକ୍ତିକୁ ସାଂସାରିକ ସୁଖ ଜନିତ ବନ୍ଧନରେ ବାନ୍ଧିଦିଏ, ରଜୋଗୁଣ ଜୀବକୁ କର୍ମ ଦିଗରେ ପ୍ରେରିତ କରେ, ତମୋଗୁଣ ଜ୍ଞାନକୁ ଆବୃତ କରି ବ୍ୟକ୍ତିକୁ ମୋହରେ ବାନ୍ଧିଦିଏ ।