ଅର୍ଜୁନଵିଷାଦଯୋଗ - Verse ଶ୍ଲୋକ 12
ଶ୍ଲୋକ 12
ତସ୍ଯ ସଞ୍ଜନଯନ୍ହର୍ଷଂ କୁରୁଵୃଦ୍ଧଃ ପିତାମହଃ |
ସିଂହନାଦଂ ଵିନଦ୍ଯୋଚ୍ଚୈଃ ଶଙ୍ଖଂ ଦଧ୍ମୌ ପ୍ରତାପଵାନ୍ ||୧-୧୨||
Translation
ତା’ପରେ ଯଶସ୍ୱୀ କୁଳ ବୃଦ୍ଧ ଭୀଷ୍ମ, ସିଂହ ପରି ଗର୍ଜନ କରି ଅତି ଉଚ୍ଚ ସ୍ୱରରେ ତାଙ୍କର ଶଙ୍ଖନାଦ କଲେ, ଯାହା ଦୁର୍ଯୋଧନଙ୍କୁ ଆନନ୍ଦିତ କଲା ।