ଅର୍ଜୁନଵିଷାଦଯୋଗ - Verse ଶ୍ଲୋକ 11
ଶ୍ଲୋକ 11
ଅଯନେଷୁ ଚ ସର୍ଵେଷୁ ଯଥାଭାଗମଵସ୍ଥିତାଃ |
ଭୀଷ୍ମମେଵାଭିରକ୍ଷନ୍ତୁ ଭଵନ୍ତଃ ସର୍ଵ ଏଵ ହି ||୧-୧୧||
Translation
ତେଣୁ, ମୁଁ କୌରବ ସେନାର ସମସ୍ତ ସେନାପତିମାନଙ୍କୁ ଆହ୍ୱାନ କରୁଅଛି ଯେ ଆପଣମାନେ ନିଜ ନିଜର ବ୍ୟୁହ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ ।