ଅର୍ଜୁନଵିଷାଦଯୋଗ - Verse ଶ୍ଲୋକ 13
ଅର୍ଜୁନଵିଷାଦଯୋଗ
ଶ୍ଲୋକ 13
ତତଃ ଶଙ୍ଖାଶ୍ଚ ଭେର୍ଯଶ୍ଚ ପଣଵାନକଗୋମୁଖାଃ |
ସହସୈଵାଭ୍ଯହନ୍ଯନ୍ତ ସ ଶବ୍ଦସ୍ତୁମୁଲୋଽଭଵତ୍ ||୧-୧୩||
Translation
ତା’ପରେ ନାଗରା, ଶଙ୍ଖ, ଭେରୀ, ତୁରୀ ଓ ଶିଙ୍ଘା ଆଦି ହଠାତ୍ ବାଜି ଉଠିଲା ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ନାଦ ସୃଷ୍ଟି କଲା ।