ଅର୍ଜୁନଵିଷାଦଯୋଗ - Verse ଶ୍ଲୋକ 14
ଶ୍ଲୋକ 14
ତତଃ ଶ୍ଵେତୈର୍ହଯୈର୍ଯୁକ୍ତେ ମହତି ସ୍ଯନ୍ଦନେ ସ୍ଥିତୌ |
ମାଧଵଃ ପାଣ୍ଡଵଶ୍ଚୈଵ ଦିଵ୍ଯୌ ଶଙ୍ଖୌ ପ୍ରଦଧ୍ମତୁଃ ||୧-୧୪||
Translation
ତା’ପରେ ପାଣ୍ଡବ ବାହିନୀ ମଧ୍ୟରେ, ଶ୍ୱେତ ଅଶ୍ୱ ଯୁକ୍ତ ତେଜୀୟାନ ରଥରେ ଆରୋହଣ କରି, ମାଧବ ଏବଂ ଅର୍ଜୁନ ତାଙ୍କର ଦିବ୍ୟ ଶଙ୍ଖ ବଜାଇଲେ ।