ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 11
ଶ୍ଲୋକ 11
ଅଵଜାନନ୍ତି ମାଂ ମୂଢା ମାନୁଷୀଂ ତନୁମାଶ୍ରିତମ୍ |
ପରଂ ଭାଵମଜାନନ୍ତୋ ମମ ଭୂତମହେଶ୍ଵରମ୍ ||୯-୧୧||
Translation
ମୁଁ ଯେତେବେଳେ ସାକାର ରୂପରେ ଅବତୀର୍ଣ୍ଣ ହୁଏ, ଅଜ୍ଞାନୀମାନେ ମୋତେ ଚିହ୍ନିପାରନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କର ଅଧିଶ୍ୱର ଭାବେ ମୋର ଦିବ୍ୟ ସ୍ୱରୂପକୁ ସେମାନେ ଜାଣି ପାରନ୍ତି ନାହିଁ ।