ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 12
ଶ୍ଲୋକ 12
ଯେ ଚୈଵ ସାତ୍ତ୍ଵିକା ଭାଵା ରାଜସାସ୍ତାମସାଶ୍ଚ ଯେ |
ମତ୍ତ ଏଵେତି ତାନ୍ଵିଦ୍ଧି ନ ତ୍ଵହଂ ତେଷୁ ତେ ମଯି ||୭-୧୨||
Translation
ସଂସାରରେ ଥିବା ତିନିଗୋଟି ଗୁଣ- ସତ୍ତ୍ୱ, ରଜ ଓ ତମ - ମୋ ଶକ୍ତିର ପ୍ରାକଟ୍ୟ ଅଟନ୍ତି । ସେମାନେ ମୋ ଭିତରେ ଅଛନ୍ତି, କିନ୍ତୁ ମୁଁ ତାଙ୍କଠାରୁ ଊର୍ଦ୍ଧ୍ୱରେ ରହିଥାଏ ।