ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 11
ଶ୍ଲୋକ 11
ବଲଂ ବଲଵତାଂ ଚାହଂ କାମରାଗଵିଵର୍ଜିତମ୍ |
ଧର୍ମାଵିରୁଦ୍ଧୋ ଭୂତେଷୁ କାମୋଽସ୍ମି ଭରତର୍ଷଭ ||୭-୧୧||
Translation
ହେ ଭାରତଶ୍ରେଷ୍ଠ! ବଳବାନ ବ୍ୟକ୍ତିଙ୍କର ମୁଁ କାମନା ଓ ଆସକ୍ତି ରହିତ ବଳ ଅଟେ । ମୁଁ ଧର୍ମ କିମ୍ବା ଶାସ୍ତ୍ର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁ ନ ଥିବା ଯୌନ କ୍ରିୟା ଅଟେ ।