ଧ୍ଯାନଯୋଗ - Verse ଶ୍ଲୋକ 43
ଶ୍ଲୋକ 43
ତତ୍ର ତଂ ବୁଦ୍ଧିସଂଯୋଗଂ ଲଭତେ ପୌର୍ଵଦେହିକମ୍ |
ଯତତେ ଚ ତତୋ ଭୂଯଃ ସଂସିଦ୍ଧୌ କୁରୁନନ୍ଦନ ||୬-୪୩||
Translation
ହେ କୁରୁନନ୍ଦନ! ଏପରି ଏକ ଜନ୍ମ ପ୍ରାପ୍ତ କରି, ସେମାନେ ତାଙ୍କ ପୂର୍ବ ଜନ୍ମର ଜ୍ଞାନକୁ ପୁନର୍ଜାଗ୍ରତ କରନ୍ତି, ଏବଂ ଯୋଗରେ ସିଦ୍ଧି ପାଇଁ ଅଧିକ ଚେଷ୍ଟାରତ ହୁଅନ୍ତି ।