କର୍ମସଂନ୍ଯାସଯୋଗ - Verse ଶ୍ଲୋକ 18
ଶ୍ଲୋକ 18
ଵିଦ୍ଯାଵିନଯସମ୍ପନ୍ନେ ବ୍ରାହ୍ମଣେ ଗଵି ହସ୍ତିନି |
ଶୁନି ଚୈଵ ଶ୍ଵପାକେ ଚ ପଣ୍ଡିତାଃ ସମଦର୍ଶିନଃ ||୫-୧୮||
Translation
ଜଣେ ବାସ୍ତବିକ ଜ୍ଞାନୀ, ତାଙ୍କର ଦିବ୍ୟ ଜ୍ଞାନଯୁକ୍ତ ଚକ୍ଷୁରେ, ଜଣେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ମାଂସାହାରୀଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି ।