ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 38
ଶ୍ଲୋକ 38
ନ ହି ଜ୍ଞାନେନ ସଦୃଶଂ ପଵିତ୍ରମିହ ଵିଦ୍ଯତେ |
ତତ୍ସ୍ଵଯଂ ଯୋଗସଂସିଦ୍ଧଃ କାଲେନାତ୍ମନି ଵିନ୍ଦତି ||୪-୩୮||
Translation
ଏହି ସଂସାରରେ, ଦିବ୍ୟଜ୍ଞାନ ପରି ପବିତ୍ର ଅନ୍ୟ କିିଛି ନାହିଁ । ଯିଏ ସୁଦୀର୍ଘ ଯୋଗ ସାଧନା ଦ୍ୱାରା ମନକୁ ଶୁଦ୍ଧ କରିଥାଏ, ସମୟାନୁକ୍ରମେ ସେହି ଜ୍ଞାନକୁ ସେ ଅନ୍ତଃକରଣରେ ପ୍ରାପ୍ତ କରେ ।