ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 39
ଶ୍ଲୋକ 39
ଶ୍ରଦ୍ଧାଵାଁଲ୍ଲଭତେ ଜ୍ଞାନଂ ତତ୍ପରଃ ସଂଯତେନ୍ଦ୍ରିଯଃ |
ଜ୍ଞାନଂ ଲବ୍ଧ୍ଵା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ||୪-୩୯||
Translation
ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏହିପରି ପରମାର୍ଥିକ ଜ୍ଞାନ ଦ୍ୱାରା, ସେମାନେ ଅଚିରେ ଚିରନ୍ତନ ଶାନ୍ତି ଲାଭ କରନ୍ତି ।