ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 23
ଶ୍ଲୋକ 23
ଗତସଙ୍ଗସ୍ଯ ମୁକ୍ତସ୍ଯ ଜ୍ଞାନାଵସ୍ଥିତଚେତସଃ |
ଯଜ୍ଞାଯାଚରତଃ କର୍ମ ସମଗ୍ରଂ ପ୍ରଵିଲୀଯତେ ||୪-୨୩||
Translation
ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ (ଭଗବାନଙ୍କ ଉଦ୍ଦେଶ୍ୟରେ) ରୂପରେ କରିଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି ।