କର୍ମଯୋଗ - Verse ଶ୍ଲୋକ 4
ଶ୍ଲୋକ 4
ନ କର୍ମଣାମନାରମ୍ଭାନ୍ନୈଷ୍କର୍ମ୍ଯଂ ପୁରୁଷୋଽଶ୍ନୁତେ |
ନ ଚ ସଂନ୍ଯସନାଦେଵ ସିଦ୍ଧିଂ ସମଧିଗଚ୍ଛତି ||୩-୪||
Translation
ଜଣେ କେବଳ କର୍ମତ୍ୟାଗ ଦ୍ୱାରା କର୍ମର ପ୍ରତିକ୍ରିୟାରୁ ମୁକ୍ତି ଲାଭ କରିପାରନ୍ତି ନାହିଁ ଅଥବା କେବଳ ସଂସାର ତ୍ୟାଗ ଦ୍ୱାରା ଜଣେ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିବେ ନାହିଁ ।