କର୍ମଯୋଗ - Verse ଶ୍ଲୋକ 5
ଶ୍ଲୋକ 5
ନ ହି କଶ୍ଚିତ୍କ୍ଷଣମପି ଜାତୁ ତିଷ୍ଠତ୍ଯକର୍ମକୃତ୍ |
କାର୍ଯତେ ହ୍ଯଵଶଃ କର୍ମ ସର୍ଵଃ ପ୍ରକୃତିଜୈର୍ଗୁଣୈଃ ||୩-୫||
Translation
କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି ଗୁଣ) କର୍ମ କିରବାକୁ ବାଧ୍ୟ ଅଟନ୍ତି ।