ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 57
ଶ୍ଲୋକ 57
ଚେତସା ସର୍ଵକର୍ମାଣି ମଯି ସଂନ୍ଯସ୍ଯ ମତ୍ପରଃ |
ବୁଦ୍ଧିଯୋଗମୁପାଶ୍ରିତ୍ଯ ମଚ୍ଚିତ୍ତଃ ସତତଂ ଭଵ ||୧୮-୫୭||
Translation
ମୋତେ ତୁମର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରି ସମସ୍ତ କର୍ମକୁ ମୋ ପ୍ରତି ଉତ୍ସର୍ଗ କର । ବୁଦ୍ଧିଯୋଗର ଆଶ୍ରୟ ନେଇ, ସର୍ବଦା ତୁମର ଚେତନାକୁ ମୋ ଠାରେ ନିମଗ୍ନ୍ କର ।