ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 55
ଶ୍ଲୋକ 55
ଭକ୍ତ୍ଯା ମାମଭିଜାନାତି ଯାଵାନ୍ଯଶ୍ଚାସ୍ମି ତତ୍ତ୍ଵତଃ |
ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା ଵିଶତେ ତଦନନ୍ତରମ୍ ||୧୮-୫୫||
Translation
ମନୁଷ୍ୟ କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ ଯଥାର୍ଥ ଭାବରେ ଜାଣିପାରିବ । ମୋତେ ଜାଣିବା ପରେ, ମୋର ଭକ୍ତ ପୂର୍ଣ୍ଣତଃ ଭଗବତ୍ ଚେତନାଯୁକ୍ତ ହୋଇଯିବ ।