ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 48
ଶ୍ଲୋକ 48
ସହଜଂ କର୍ମ କୌନ୍ତେଯ ସଦୋଷମପି ନ ତ୍ଯଜେତ୍ |
ସର୍ଵାରମ୍ଭା ହି ଦୋଷେଣ ଧୂମେନାଗ୍ନିରିଵାଵୃତାଃ ||୧୮-୪୮||
Translation
ହେ କୁନ୍ତୀ ପୁତ୍ର! ନିଜ ସ୍ୱଭାବଜାତ କର୍ମ, ଦୋଷାବହ ପ୍ରତୀତ ହେଲେ ମଧ୍ୟ, ତ୍ୟାଗ କରିବା ଉଚିତ ନୁହେଁ । ବାସ୍ତବରେ, ଅଗ୍ନି ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ ।