ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 47
ଶ୍ଲୋକ 47
ଶ୍ରେଯାନ୍ସ୍ଵଧର୍ମୋ ଵିଗୁଣଃ ପରଧର୍ମାତ୍ସ୍ଵନୁଷ୍ଠିତାତ୍ |
ସ୍ଵଭାଵନିଯତଂ କର୍ମ କୁର୍ଵନ୍ନାପ୍ନୋତି କିଲ୍ବିଷମ୍ ||୧୮-୪୭||
Translation
ଅନ୍ୟର କର୍ମକୁ ସଠିକ ରୂପରେ କରିବା ଅପେକ୍ଷା ତୃଟିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କରିବା ଉତ୍ତମ ଅଟେ । ନିଜର ସହଜାତ କର୍ମ କରିବା ଦ୍ୱାରା ଜଣେ ପାପ ଅର୍ଜନ କରେନାହିଁ ।