ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 49
ଶ୍ଲୋକ 49
ଅସକ୍ତବୁଦ୍ଧିଃ ସର୍ଵତ୍ର ଜିତାତ୍ମା ଵିଗତସ୍ପୃହଃ |
ନୈଷ୍କର୍ମ୍ଯସିଦ୍ଧିଂ ପରମାଂ ସଂନ୍ଯାସେନାଧିଗଚ୍ଛତି ||୧୮-୪୯||
Translation
ଯେଉଁମାନଙ୍କର ବୁଦ୍ଧି ପୂର୍ଣ୍ଣତଃ ନିର୍ଲିପ୍ତ, ଯେଉଁମାନେ ମନକୁ ବଶ କରିଥାନ୍ତି ଏବଂ ବୈରାଗ୍ୟର ଅଭ୍ୟାସ ଦ୍ୱାରା କାମନାମୁକ୍ତ ହୋଇଥାନ୍ତି ସେମାନେ କର୍ମରୁ ମୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରନ୍ତି ।