ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 41
ଶ୍ଲୋକ 41
ବ୍ରାହ୍ମଣକ୍ଷତ୍ରିଯଵିଶାଂ ଶୂଦ୍ରାଣାଂ ଚ ପରନ୍ତପ |
କର୍ମାଣି ପ୍ରଵିଭକ୍ତାନି ସ୍ଵଭାଵପ୍ରଭଵୈର୍ଗୁଣୈଃ ||୧୮-୪୧||
Translation
ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ରମାନଙ୍କର କର୍ମର ବିଭାଜନ ସେମାନଙ୍କର ସ୍ୱଭାବ ଜାତ ଗୁଣର ଅନୁସାରେ ହୋଇଥାଏ (ଜନ୍ମ ଅନୁସାରେ ନୁହେଁ) ।