ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 40
ଶ୍ଲୋକ 40
ନ ତଦସ୍ତି ପୃଥିଵ୍ଯାଂ ଵା ଦିଵି ଦେଵେଷୁ ଵା ପୁନଃ |
ସତ୍ତ୍ଵଂ ପ୍ରକୃତିଜୈର୍ମୁକ୍ତଂ ଯଦେଭିଃ ସ୍ଯାତ୍ତ୍ରିଭିର୍ଗୁଣୈଃ ||୧୮-୪୦||
Translation
ମାୟିକ ଜଗତ ଅନ୍ତର୍ଗତ, ଧରାପୃଷ୍ଠର କିମ୍ବା ଉଚ୍ଚତର ସ୍ୱର୍ଗଲୋକର କୌଣସି ଜୀବ, ପ୍ରକୃତିର ଏହି ତିନିଗୁଣର ପ୍ରଭାବରୁ ମୁକ୍ତ ନୁହଁନ୍ତି ।