ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 14
ମୋକ୍ଷସଂନ୍ଯାସଯୋଗ
ଶ୍ଲୋକ 14
ଅଧିଷ୍ଠାନଂ ତଥା କର୍ତା କରଣଂ ଚ ପୃଥଗ୍ଵିଧମ୍ |
ଵିଵିଧାଶ୍ଚ ପୃଥକ୍ଚେଷ୍ଟା ଦୈଵଂ ଚୈଵାତ୍ର ପଞ୍ଚମମ୍ ||୧୮-୧୪||
Translation
ଶରୀର, ଆତ୍ମା, ବିଭିନ୍ନ ଇନ୍ଦ୍ରିୟ, ବିବିଧ ପ୍ରକାର ଉଦ୍ୟମ ଏବଂ ବିଧିର ବିଧାନ - ଏହି ପାଞ୍ଚଗୋଟି କର୍ମର ଉପାଦାନ ଅଟନ୍ତି ।