ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 13
ଶ୍ଲୋକ 13
ପଞ୍ଚୈତାନି ମହାବାହୋ କାରଣାନି ନିବୋଧ ମେ |
ସାଙ୍ଖ୍ଯେ କୃତାନ୍ତେ ପ୍ରୋକ୍ତାନି ସିଦ୍ଧଯେ ସର୍ଵକର୍ମଣାମ୍ ||୧୮-୧୩||
Translation
ହେ ଅର୍ଜୁନ! କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ ପାଞ୍ଚଗୋଟି କାରଣ ସମ୍ବନ୍ଧରେ, ମୋ ଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ କରିବାର ଉପାୟ ବର୍ଣ୍ଣନା କରିଥାଏ ।