ଶ୍ରଦ୍ଧାତ୍ରଯଵିଭାଗଯୋଗ - Verse ଶ୍ଲୋକ 11
ଶ୍ଲୋକ 11
ଅଫଲାଙ୍କ୍ଷିଭିର୍ଯଜ୍ଞୋ ଵିଧିଦୃଷ୍ଟୋ ଯ ଇଜ୍ଯତେ |
ଯଷ୍ଟଵ୍ଯମେଵେତି ମନଃ ସମାଧାଯ ସ ସାତ୍ତ୍ଵିକଃ ||୧୭-୧୧||
Translation
ଯେଉଁ ଯଜ୍ଞ ଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ଦୃଢ଼ ବିଶ୍ୱାସର ସହିତ କୌଣସି ଫଳାସକ୍ତି ନ ରଖି କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦିତ ହୋଇଥାଏ, ତାହା ସ୍ୱାତ୍ତିକ ଗୁଣଯୁକ୍ତ ଅଟେ ।