ଶ୍ରଦ୍ଧାତ୍ରଯଵିଭାଗଯୋଗ - Verse ଶ୍ଲୋକ 10
ଶ୍ରଦ୍ଧାତ୍ରଯଵିଭାଗଯୋଗ
ଶ୍ଲୋକ 10
ଯାତଯାମଂ ଗତରସଂ ପୂତି ପର୍ଯୁଷିତଂ ଚ ଯତ୍ |
ଉଚ୍ଛିଷ୍ଟମପି ଚାମେଧ୍ଯଂ ଭୋଜନଂ ତାମସପ୍ରିଯମ୍ ||୧୭-୧୦||
Translation
ଯେଉଁ ଖାଦ୍ୟ ଅତ୍ୟଧିକ ପାକ ହୋଇଥିବା, ବାସି, ସଢ଼ି ଯାଇଥିବା, ଅପମିଶ୍ରିତ ଏବଂ ଅଶୁଦ୍ଧ ସେସବୁ ତାମସିକ ବ୍ୟକ୍ତିଙ୍କର ପସନ୍ଦ ଅଟେ ।