ଶ୍ରଦ୍ଧାତ୍ରଯଵିଭାଗଯୋଗ - Verse ଶ୍ଲୋକ 9
ଶ୍ଲୋକ 9
କଟ୍ଵମ୍ଲଲଵଣାତ୍ଯୁଷ୍ଣତୀକ୍ଷ୍ଣରୂକ୍ଷଵିଦାହିନଃ |
ଆହାରା ରାଜସସ୍ଯେଷ୍ଟା ଦୁଃଖଶୋକାମଯପ୍ରଦାଃ ||୧୭-୯||
Translation
ଯେଉଁ ଖାଦ୍ୟ ଅତ୍ୟନ୍ତ ପିତା, ଖଟା, ଲବଣାକ୍ତ, ଅଧିକ ଗରମ, ଦୁର୍ଗନ୍ଧଯୁକ୍ତ, ଶୁଷ୍କ ଏବଂ ଉତ୍କଟ ଅଟେ, ସେସବୁ ଖାଦ୍ୟ ରାଜସିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ପ୍ରିୟ ଅଟେ । ଏହିପରି ଖାଦ୍ୟ ଯନ୍ତ୍ରଣା, ଦୁଃଖ ଏବଂ ରୋଗ ଜାତ କରେ ।